ଓଡିଶା

odisha

ETV Bharat / state

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଧ୍ୟକ୍ଷଙ୍କ ଘରେ ରେଡ୍ - ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ୍ ଅଧ୍ୟକ୍ଷଙ୍କ ଘରେ ଚଢାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ୍ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ । ଅଧିକ ପଢନ୍ତୁ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟକ୍ଷଙ୍କ ଘରେ ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟକ୍ଷଙ୍କ ଘରେ ରେଡ୍

By

Published : Jul 20, 2021, 9:42 AM IST

Updated : Jul 20, 2021, 8:11 PM IST

ଝାରସୁଗୁଡା/ଭବାନୀପାଟଣା: ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ୍ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରୋ ଭିଜିଲାନ୍ସ ଆଜି(ମଙ୍ଗଳବାର) ସୂର୍ଯ୍ୟ ନାରାୟଣଙ୍କ ଘରେ ଚଢାଉ କରିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଧ୍ୟକ୍ଷଙ୍କ ଘରେ ରେଡ୍

ଅଧ୍ୟକ୍ଷଙ୍କ ବାସ ଭବନ ସମେତ ୬ଟି ସ୍ଥାନରେ ଏକ ସାଙ୍ଗରେ ଚଢାଉ କରୁଛି ଭିଜିଲାନ୍ସ । ତେବେ ଝାରସୁଗୁଡା ଏଲଏନ କଲେଜ ନିକଟରେ ଥିବା ସୂର୍ଯ୍ୟ ନାରାୟଣଙ୍କ ବାସ ଭବନ ଏବଂ ସୁନ୍ଦରଗଡରେ ତାଙ୍କ ପତ୍ନୀ କାର୍ଯ୍ୟ କରୁଥିବା ଏମଆଇ ଅଫିସ, କେନ୍ଦ୍ରାପଡା ବାସ ଭବନ, ଭବାନୀପାଟଣାରେ ଥିବା ସରକାରୀ ବାସ ଭବନ ସହ ଭୁବନେଶ୍ବରରେ ଥିବା ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ/କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jul 20, 2021, 8:11 PM IST

ABOUT THE AUTHOR

...view details