ଭବାନୀପାଟଣା : ନକଲି ନବୀନଙ୍କ କୋରୋନା ସଚେତନ ଭିଡିଓ ଭାଇରାଲ । ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭବାନୀପାଟଣାର କୈଳାଶ ସାହୁ । ପେଶାରେ ସେ ଜଣେ ଗାଡି ମେକାନିକ । କିନ୍ତୁ ନିଶା ତାଙ୍କର ଅଭିନୟ ।
ଗାଡି ମେକାନିକଙ୍କ ନିଆରା ପ୍ରୟାସ: ନବୀନଙ୍କ ଅବିକଳ ସ୍ୱରରେ ଦେଉଛନ୍ତି ସଚେତନତାର ବାର୍ତ୍ତା
ଭବାନୀପାଟଣା : ନକଲି ନବୀନଙ୍କ କୋରୋନା ସଚେତନ ଭିଡିଓ ଭାଇରାଲ । ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭବାନୀପାଟଣାର କୈଳାଶ ସାହୁ । ପେଶାରେ ସେ ଜଣେ ଗାଡି ମେକାନିକ । କିନ୍ତୁ ନିଶା ତାଙ୍କର ଅଭିନୟ ।
ତାଙ୍କ ଭାଷଣ ଅବିକଳ ନବୀନଙ୍କ ପରି । ଖଣ୍ତି ଓଡିଆରେ ଦେଇଛନ୍ତି କୋରୋନା ସଚେତନତାର ବାର୍ତ୍ତା । ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ