ଓଡିଶା

odisha

ETV Bharat / state

ବାହାଘର ଭୋଜି ଖାଇ 12 ଅସୁସ୍ଥ - ଭୋଜି ଖାଇ 12 ଅସୁସ୍ଥ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା କେଲିଆ ଗାଁରେ ବାହାଘର ଭୋଜି ଖାଇ 12 ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି l ଅଧିକ ପଢନ୍ତୁ...

ବାହାଘର ଭୋଜି ଖାଇ 12 ଅସୁସ୍ଥ
ବାହାଘର ଭୋଜି ଖାଇ 12 ଅସୁସ୍ଥ

By

Published : Mar 5, 2021, 6:47 PM IST

ଭବାନାପାଟଣା: ବାହାଘର ଭୋଜି ଖାଇ 12 ଅସୁସ୍ଥ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା କେଲିଆ ଗାଁରେ ବାହାଘର ଭୋଜି ଖାଇ 12 ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି l

ବାହାଘର ଭୋଜି ଖାଇ 12 ଅସୁସ୍ଥ

ସୂଚନା ଅନୁଯାୟୀ, କେଲିଆ ଗାଁର ମା ପରଦେଶିଆଣି ମେଲଡି ବାଜାର ଡ଼ାନ୍ସର ସମେତ 22ଜଣ ବାଜାବାଲା ବାଲି ଛଡ଼ା ଗାଁରୁ ନୂଆ ଗୁଡାକୁ ବରଯାତ୍ରୀ ଯାଇଥିଲେ l ବରଯାତ୍ରୀ ପ୍ରସେସନ ସରିବା ପରେ ତାଙ୍କୁ ବିଳମ୍ବରେ ଖାଇବାକୁ ଦେଇଥିଲେ କନ୍ୟା ଘର ଲୋକେ l ଖାଦ୍ୟ ଖାଇବା ପରେ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲା । ପରେ ସମସ୍ତଙ୍କୁ ଧର୍ମଗଡ ମେଡିକାଲରେ ଭର୍ତ୍ତି କରାଯାଇଛି l ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details