ଓଡିଶା

odisha

By

Published : Nov 29, 2020, 3:52 PM IST

ETV Bharat / state

ଧାନ ଅମଳ ବେଳେ ଜଳିଗଲା ଟ୍ରାକ୍ଟର

କଳାହାଣ୍ଡି ନର୍ଲା ଥାନା ଅଞ୍ଚଳରେ ଜଣେ ଚାଷୀ ଧାନ ମଡ଼ାଇବା ବେଳେ ହଠାତ ଲାଗିଲା ନିଆଁ । ଫଳରେ ଆଖି ପିଛୁଳାକେ ଜଳି ଗଲା ଟ୍ରାକ୍ଟର ଓ ଚାଷୀଙ୍କ ଧାନ । ଅଧିକ ପଢନ୍ତୁ...

The tractor caught fire during the rice harvest
ଧାନ ଅମଳ ବେଳେ ଜଳି ଗଲା ଟ୍ରାକ୍ଟର

ଭବାନୀପାଟଣା: ଧାନ ମଡ଼ାଇବା ବେଳେ ହୁତୁହୁତୁ ହୋଇ ଜଳି ଗଲା ଟ୍ରାକ୍ଟର । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପୂଜିଗୁଡା ଗାଁର ଚାଷୀ ପଦ୍ମଚରଣ ନାଏକଙ୍କ ଧାନ ଖଳାରେ ଟ୍ରାକ୍ଟର ଯୋଗେ ଅମଳ ଚାଲିଥିବା ସମୟରେ ହଠାତ ଟ୍ରାକ୍ଟରେ ନିଆଁ ଲାଗିଯାଇଥିଲା । ଫଳରେ ଆଖି ପିଛୁଳାକେ ଜଳି ଗଲା ଟ୍ରାକ୍ଟର ଓ ଚାଷୀଙ୍କ ଧାନ ।

ଧାନ ଅମଳ ବେଳେ ଜଳି ଗଲା ଟ୍ରାକ୍ଟର

ଖବର ପାଇ ଘଟଣା ସ୍ଥାଳରେ ନର୍ଲା ଅଗ୍ନିଶମବହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଳେ ସେତେ ବେଳେକୁ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଏବେ ସରକାରୀ ସହାୟତା ଅପେକ୍ଷାରେ ପୀଡ଼ିତ ଚାଷୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details