ଭବାନୀପାଟଣା: ବିଶ୍ଵବ୍ୟାପୀ କୋରୋନା ଭାଇରସର ଆତଙ୍କ ଏବେ ସବୁକୁ ଡରାଉଛି । ଏହାର ମୁକାବିଲା ପାଇଁ ରବିବାର ସମଗ୍ର ଦେଶରେ ଜନତା କର୍ଫ୍ୟୁକୁ ସଫଳ କରିଛନ୍ତି ଦେଶବାସୀ । କଳାହାଣ୍ଡିରେ ମଧ୍ୟ ଏହି କର୍ଫ୍ୟୁକୁ ସ୍ୱାଗତ କରାଯାଇଛି ।
ସଫଳ ହେଲା ଜନତା କର୍ଫ୍ୟୁ, କଳାହାଣ୍ଡି କଲା ସମର୍ଥନ - public curfew was successful
କଳାହାଣ୍ଡିରେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି । ସନ୍ଧ୍ୟା ୫ ଟାରେ କୋରୋନା ସହ ଦିନରାତି ଲଢ଼ୁଥିବା ଡାକ୍ତର, ପୋଲିସ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇ ଘଣ୍ଟଘଣ୍ଟା,ଥାଳି, କରତାଳି ବଜାଇ ସମର୍ଥନ ଓ କୃତଜ୍ଞତା ଜଣାଇଥିଲେ କଳାହାଣ୍ଡି ବାସିନ୍ଦା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଜନତା କର୍ଫ୍ୟୁକୁ କଳାଣ୍ଡିବାସୀ କଲେ ସମର୍ଥନ
ସଫଳ ହେଲା ଜନତା କର୍ଫ୍ୟୁ, କଳାହାଣ୍ଡି କଲା ସମର୍ଥନ
ସନ୍ଧ୍ୟା ୫ ଟାରେ କୋରୋନା ସହ ଦିନରାତି ଲଢ଼ୁଥିବା ଡାକ୍ତର, ପୋଲିସ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇ ଘଣ୍ଟଘଣ୍ଟା,ଥାଳି, କରତାଳି ବଜାଇ ସମର୍ଥନ ଓ କୃତଜ୍ଞତା ଜଣାଇଥିଲେ କଳାହାଣ୍ଡି ବାସିନ୍ଦା ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
Last Updated : Mar 22, 2020, 11:24 PM IST