କଳାହାଣ୍ଡି: ଜିଲ୍ଲାର ଜୁନାଗଡ-ଭବାନୀପାଟଣା ଦେଇ ଯାଇଥିବା 26 ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ବଞ୍ଜାରୀ ମନ୍ଦିର ନିକଟରେ ଏକ ବାଲି ବୋଝେଇ ଟ୍ରକ ଓ ମକ୍କା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଦୁହିଁଙ୍କୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ସେପଟେ ମକ୍କା ବୋଝେଇ ଟ୍ରକ ଓଲଟି ପଡିବାରୁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ବାଲି-ମକ୍କା ବୋଝେଇ ଟ୍ରକ ମୁହାଁମୁହିଁ, ଦୁଇ ଚାଳକ ଗୁରୁତର - କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍
ଜୁନାଗଡ-ଭବାନୀପାଟଣା ଦେଇ ଯାଇଥିବା 26ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ବଞ୍ଜାରୀ ମନ୍ଦିର ନିକଟରେ ଏକ ବାଲି ବୋଝେଇ ଟ୍ରକ ଓ ମକ୍କା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣାରେ ଦୁଇ ଗାଡି ଚାଳକ ଗୁରୁତର ହୋଇଥିବା ସୂଚନା ।

ପ୍ରତୀକାତ୍ମକ ଫଟୋ
ବାଲି-ମକ୍କା ବୋଝେଇ ଟ୍ରକ ମୁହାଁମୁହିଁ, ଦୁଇ ଚାଳକ ଗୁରୁତର
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ