କଳାହାଣ୍ଡି: ମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ । ଧାନ ବସ୍ତା ରଖି ଜୟପାଟଣାସ୍ଥିତ ମୋଟେର ମୁଖ୍ୟରାସ୍ତାକୁ କୁଟୁରୁ ଛକ ଠାରେ ଅବରୋଧ । ଏହି ଅବରୋଧରେ ସାମିଲ ହୋଇଛନ୍ତି ଶହ ଶହ ଚାଷୀ ।
ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ - farmer strike
ମଣ୍ଡି ଅବ୍ୟବସ୍ଥାକୁ ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ମୋଟେର ରାସ୍ତା ଅବରୋଧ କଲେ ଚାଷୀ । ଯାତାୟତ ଠପ । ଅଧିକ ପଢନ୍ତୁ...
ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ
ଫଳରେ ଜୟପାଟଣା ମୋଟେର ରାସ୍ତାରେ ଯାତାୟାତ ଠପ ହୋଇଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ