ଭବାନୀପାଟଣା: ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇ ଭଉଣୀ ସମ୍ପର୍କର ନିଆରା ପର୍ବ। ଭାରତୀୟ ସଂସ୍କୃତି ଓ ପରମ୍ପରାର ମହାନ ନିଦର୍ଶନ ଏହି ରାକ୍ଷୀ ପୂର୍ଣ୍ଣିମା। ହର୍ଷ ଉଲ୍ଲାସର ସହ କୋରୋନା କଟକଣା ଭିତରେ ସବୁଠି ପାଳନ ହୋଇଛି ରକ୍ଷା ବନ୍ଧନ ଉତ୍ସବ।
ଭାଇ ହାତରେ ପ୍ରେମର ଡୋରି ବାନ୍ଧି ସୁରକ୍ଷା କାମନା କଲା କଳାହାଣ୍ଡିର ପ୍ରତି ଭଉଣୀ - କଳାହାଣ୍ଡିରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣିମା
କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧି ତା’ର ଦୀର୍ଘାୟୁ କାମନା କରିଛି ଭଉଣୀ । ଏହାର ପ୍ରତିବଦଳରେ ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଛି ଭାଇ । ଅଧିକ ପଢନ୍ତୁ...
କଳାହାଣ୍ଡିରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣିମା
କଳାହାଣ୍ଡିରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣିମା
ଏହି ପରିପ୍ରେକ୍ଷୀରେ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧି ତା’ର ଦୀର୍ଘାୟୁ କାମନା କରିଛି ଭଉଣୀ । ଏହାର ପ୍ରତିବଦଳରେ ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଛି ଭାଇ । ଆଉ ଏହି ପର୍ବକୁ ନେଇ ଚହଟି ଉଠିଛି ସ୍ନେହ ପ୍ରେମ ଓ ମମତାର ରଙ୍ଗ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ