ଓଡିଶା

odisha

ETV Bharat / state

ଶିଶୁ ସୁରକ୍ଷା ଆୟୋଗର ଜନଶୁଣାଣି ପ୍ରସ୍ତୁତି ବୈଠକ - preparatory meeting

ଜନଶୁଣାଣି ନେଇ ପ୍ରସ୍ତୁତି ବୈଠକ । ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଏହି ବୈଠକ ହୋଇଥିଲା । ଆଗକୁ ପଢନ୍ତୁ...

ଜନଶୁଣାଣି ନେଇ ପ୍ରସ୍ତୁତି ବୈଠକ

By

Published : Nov 15, 2019, 10:33 PM IST

ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନଶୁଣାଣି ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ନଭେମ୍ବରରେ ଜାତୀୟ ଶିଶୁ ସୁରକ୍ଷାଆୟୋଗ(ନୂଆଦିଲ୍ଲୀ)ଙ୍କ ପକ୍ଷରୁ ଏକ ଜନଶୁଣାଣି ଶିବିର ଆୟୋଜିତ କରାଯିବ ।

ଜନଶୁଣାଣି ନେଇ ପ୍ରସ୍ତୁତି ବୈଠକ

ଓଡିଶା ଶିଶୁ ସୁରକ୍ଷା ଆୟୋଗ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଓ ସଦସ୍ୟ ହରିହର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କିପରି ଅନୁଷ୍ଠିତ ହେବ ସେସମ୍ପର୍କରେ ଆଲୋଚନା କରିଥିଲେ ।

ଶିଶୁ ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାରରୁ ମୁକ୍ତ କରିବା ନେଇ ଅଭିଯୋଗ ପତ୍ର ମାଧ୍ୟମରେ ଶିଶୁ ମାନଙ୍କୁ ସେଥିରୁ ମୁକ୍ତ କରିବା ସହିତ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ଜନଶୁଣାଣିର ମୁଖ୍ୟ ଉଦେଶ୍ୟ ବୋଲି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details