ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ପୋଲିସ ବାବୁ - କଳାହାଣ୍ଡି ଭିଜିଲାନ୍ସ ଟିମ୍

ଲାଞ୍ଚ ନେଉଥିଲେ ପୋଲିସ ଏଏସଆଇ । ଜମିବାଡ଼ି ସମ୍ଭନ୍ଧୀୟ କେସ ପାଇଁ ଲାଞ୍ଚ ନେଇଥିଲେ 10 ହଜାର ଟଙ୍କା । ଗିରଫ କଲା ଭିଜିଲାନ୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Sep 8, 2019, 4:49 PM IST

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ଗୋଳାମୁଣ୍ଡା ଥାନା ଏଏସଆଇ ରାଜ କପୁର ବେହେରା ଭିଜିଲାନ୍ସ ଦ୍ବାରା ଗିରଫ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଏକ ଜମିବାଡ଼ି ସମ୍ବନ୍ଧୀୟ କେସ ପାଇଁ ଡୁଡ଼କେଲ ଗ୍ରାମର ତ୍ରିନାଥ ନାୟକଙ୍କ ଠାରୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ଆଉ ଠିକ ଏହି ସମୟରେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ପୋଲିସ ବାବୁଙ୍କୁ ଗିରଫ କରିଛି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

ABOUT THE AUTHOR

...view details