ଓଡିଶା

odisha

ETV Bharat / state

20 ବର୍ଷ ପରେ ମାଓଗଡ଼ରେ ମତଦାନ କରୁଛନ୍ତିି ଭୋଟର - ମାଓଗଡ଼ରେ ଚାଲିଛି ପଞ୍ଚାୟତ ନିର୍ବାଚନ

ମାଓଗଡ଼ରେ ମତଦାନ କଲେ ଆଦିବାସୀ। କଳାହାଣ୍ଡି ଜିଲ୍ଲା ମାଓଗଡ଼ ଭାବରେ ପରିଚିତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ଦୀର୍ଘ 20 ବର୍ଷ ପରେ ନିଜ ମତ ସାବ୍ୟସ୍ତ କରିଚନ୍ତି ନିୟମଗିରିବାସୀ। ଅଧିକ ପଢ଼ନ୍ତୁ

panchayat election in mao area in kalahandi
20 ବର୍ଷ ପରେ ମାଓଗଡ଼ରେ ଚାଲିଛି ପଞ୍ଚାୟତ ନିର୍ବାଚନ

By

Published : Feb 22, 2022, 12:49 PM IST

କଳାହାଣ୍ଡି: ମାଓଗଡ଼ରେ ମତଦାନ କଲେ ଆଦିବାସୀ। କଳାହାଣ୍ଡି ଜିଲ୍ଲା ମାଓଗଡ଼ଭାବରେ ପରିଚିତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ଦୀର୍ଘ 20 ବର୍ଷ ପରେ ନିଜ ମତ ସାବ୍ୟସ୍ତ କରିଛନ୍ତି ନିୟମଗିରିବାସୀ।

20 ବର୍ଷ ପରେ ମାଓଗଡ଼ରେ ଚାଲିଛି ପଞ୍ଚାୟତ ନିର୍ବାଚନ

ମାଓ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଡ଼ଙ୍ଗରିଆ ଓ ଝରଣିଆ ଆଦିବାସୀ ବାଲାଟ ପେପରରେ ନିଜ ପସନ୍ଦର ପ୍ରାର୍ଥୀ ଚୟନ କରୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୧୧ଟି ବୁଥରେ ମତଦାନ ଚାଲୁଛି। ସମୂଦାୟ ୧୨୦୦ ଭୋଟର ଶାନ୍ତି ଶୃଙ୍ଖଳା ସହ ନିଜର ମତ ସାବ୍ୟସ୍ତ କରୁଛନ୍ତି। ତ୍ରୋଲୋଚନପୁର ପଞ୍ଚାୟତରେ ନିର୍ବାଚନ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ମତଦାନ ଜାରି ରହିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details