ଓଡିଶା

odisha

ETV Bharat / state

ଜମି ପାଇଁ ଜୀବନ ଗଲା - ଜମି ପାଇଁ ଗଲା ଜୀବନ

ଜମିବାଡି ବିବାଦରୁ ସଂଘର୍ଷ । ଏନେଇ ଜଣଙ୍କର ଜୀବନ ଯାଇଛି । ଅଧିକ ପଢନ୍ତୁ...

one women killed in kalahandi for land dispute
ଜମି ପାଇଁ ଗଲା ଜୀବନ

By

Published : Jul 9, 2021, 11:06 AM IST

ଭବାନୀପାଟଣା:ଜମିବାଡି ବିବାଦରୁ ସଂଘର୍ଷ । ଯାହାକୁ ନେଇ ଜଣଙ୍କର ଜୀବନ ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ମହିଳା ଜଣକ ହେଉଛନ୍ତି ଲିପସା ସାହୁ । ସୂଚନା ଅନୁସାରେ,କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଲାଞ୍ଜି ଗାଁରେ ଦୁଇ ପରିବାର ମଧ୍ୟରେ ଜମିବାଡିକୁ ନେଇ ଝଗଡା ଲାଗିଥିଲା ।

ଜମି ପାଇଁ ଗଲା ଜୀବନ

ପରେ ଏହା ଅଧିକ ଭୟଙ୍କର ହୋଇଥିଲା । ଏଥିରେ ଉଭୟ ପକ୍ଷର ଏକାଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଫଳରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଏକ ମାମଲା ରୁଜୁ କରିଛି ପୋଲିସ । ଘଟଣାସ୍ଥଳରେ ଫୋରେନସିକ ଟିମ୍ ସହ କେଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details