ଭବାନୀପାଟଣା:ଜେଲ ଗଲେ ରସିକିଆ ପ୍ରଧାନଶିକ୍ଷକ । ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅଶ୍ଳୀଳ ମେସେଜ ପଠାଇବା ଘଟଣାରେ ଗିରଫ ହେଲେ ଭବାନୀପାଟଣାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜୀବ ଦତ୍ତା । ସୂଚନା ଅନୁଯାୟୀ ଅଧ୍ୟକ୍ଷ ଜଣକ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ:-ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ! ପ୍ରଧାନ ଶିକ୍ଷକ ଥାନାରେ ଅଟକ