କଳାହାଣ୍ଡି: ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗାଁରେ ସିପିଆଇ ମାଓବାଦୀ ସଙ୍ଗଠନର ପୋଷ୍ଟର ।
କଳାହାଣ୍ଡିରେ ସିପିଆଇ ମାଓବାଦୀ ସଙ୍ଗଠନର ପୋଷ୍ଟର - ମାଓ ପୋଷ୍ଟର
![କଳାହାଣ୍ଡିରେ ସିପିଆଇ ମାଓବାଦୀ ସଙ୍ଗଠନର ପୋଷ୍ଟର କଳାହାଣ୍ଡିରେ ସିପିଆଇ ମାଓବାଦୀ ସଙ୍ଗଠନର ପୋଷ୍ଟର](https://etvbharatimages.akamaized.net/etvbharat/prod-images/768-512-6065677-540-6065677-1581633299100.jpg)
କଳାହାଣ୍ଡିରେ ସିପିଆଇ ମାଓବାଦୀ ସଙ୍ଗଠନର ପୋଷ୍ଟର
02:28 February 14
କଳାହାଣ୍ଡିରେ ସିପିଆଇ ମାଓବାଦୀ ସଙ୍ଗଠନର ପୋଷ୍ଟର
ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବାବେଳେ ପୋଷ୍ଟରରେ ରାମଦାସଙ୍କୁ ସିକୁଳି ଗାଁରୁ ପୋଲିସ ଉଠାଇ ନେଇଥିବା ଉଲ୍ଲେଖ ରହିଛି । ତାଙ୍କୁ ଶୀଘ୍ର କୋର୍ଟରେ ହାଜର ପାଇଁ ନିବେଦନ କରାଯାଇଛି ।
ତେବେ କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ
Last Updated : Feb 14, 2020, 4:15 AM IST