ଓଡିଶା

odisha

ETV Bharat / state

ଜନସେବା କେନ୍ଦ୍ରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଜନସେବା କେନ୍ଦ୍ରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ୪୦ ହଜାର ଟଙ୍କା ,୩ ଟି କମ୍ପ୍ୟୁଟର ଓ କିଛି ଜରୁରୀ କାଗଜପତ୍ର ଚୋରି ହୋଇଥିବା ଅଭିଯୋଗ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

loot in public service center
ଜନସେବା କେନ୍ଦ୍ରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ

By

Published : Sep 2, 2020, 9:04 AM IST

ଭବାନୀପାଟଣା: କଳାହାଣ୍ଡି କର୍ଲାମୁଣ୍ଡାରେ ଥିବା ଏକ ଜନସେବା କେନ୍ଦ୍ରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । କେନ୍ଦ୍ରର ସଟର ଭାଙ୍ଗି ନଗଦ ୪୦ ହଜାର ଟଙ୍କା ସହ ୩ ଟି କମ୍ପ୍ୟୁଟର ଓ କିଛି ଜରୁରୀ କାଗଜପତ୍ର ଚୋରି ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜନସେବା କେନ୍ଦ୍ରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ

ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଛାନଭିନ କରୁଛି ପୋଲିସ । ତେବେ କର୍ଲାମୁଣ୍ଡା ବ୍ଲକରେ ଚୋରି ଓ ଡକାୟତି ବଢିଚାଲୁଥିବାରୁ ପାଟ୍ରୋଲିଂ ବଢାଇବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details