ଓଡିଶା

odisha

ଲକଡାଉନ ଇଫେକ୍ଟ: ଶ୍ରମିକ ଓ ଖଟିଖିଆ ପ୍ରଭାବିତ

By

Published : Mar 28, 2020, 9:48 PM IST

ବିଶ୍ବବ୍ୟାପି ଆତଙ୍କ ଖେଳାଇଥିବା କୋରୋନାକୁ ନେଇ ଏବେ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହାଦ୍ବାରା ବିଶେଷ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଓ ଖଟିଖିଆ ମଣିଷ ।

Labor are affected for lockdown
ଲକଡାଉନ ଇଫେକ୍ଟ: ଶ୍ରମିକ ଓ ଖଟିଖିଆ ପ୍ରଭାବିତ

କଳାହାଣ୍ଡି: ବିଶ୍ବବ୍ୟାପି ଆତଙ୍କ ଖେଳାଇଥିବା କୋରୋନାକୁ ନେଇ ଏବେ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହାଦ୍ବାରା ବିଶେଷ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଓ ଖଟିଖିଆ ମଣିଷ ।

ଲକଡାଉନ ଇଫେକ୍ଟ: ଶ୍ରମିକ ଓ ଖଟିଖିଆ ପ୍ରଭାବିତ

ବ୍ରହ୍ମପୁରର ୨ ଜଣ ଶ୍ରମିକ ଟିଟିଲାଗଡରେ କାମ କରୁଥିବାବେଳେ ଏବେ ସେଠାର ମାଲିକ ଉଭୟଙ୍କୁ କାମରୁ ବିତାଡିତ କରି ଦେଇଛି । କେବଳ ଏତିକି ନୁହେଁ ସେମାନଙ୍କ ଟଙ୍କା ପଇସା ମଧ୍ୟ ସବୁ ଚୋରି ହୋଇଯାଇଥିବା କହିଛନ୍ତି । ଯଦ୍ବାରା ଏମାନେ ଚାଲି ଚାଲି ଟିଟିଲାଗଡ଼ରୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଦେଇ ବ୍ରହ୍ମପୁର ଯାଉଥିବା ଦେଖିବାକୁ ମିଳିଛି । ସେପଟେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର କିଛି ବ୍ୟବସାୟୀ ବ୍ରହ୍ମପୁରରୁ ସାଇକେଲ ଯୋଗେ ଘରକୁ ଫେରିଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details