ଭବାନୀପାଟଣା: କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାଂସଦ ଭାବରେ ନିଜର ପ୍ରଥମ ବର୍ଷ ସମ୍ପୂର୍ଣ କରିଛନ୍ତି । ଏହି ଅବସରରେ ସାଂସଦ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ପ୍ରଥମ ବର୍ଷ ପୂର୍ତ୍ତିର ତିକ୍ତ ମଧୁର ଅନୁଭୂତି ବଖାଣିଛନ୍ତି ।
ଏକ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାମ୍ବାଦିକ ସମ୍ବିଳନୀ - କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା
କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାଂସଦ ଭାବରେ ନିଜର ପ୍ରଥମ ବର୍ଷ ସମ୍ପୂର୍ଣ କରିଛନ୍ତି । ଏହି ଅବସରରେ ସାଂସଦ ସାମ୍ବାଦିକଙ୍କ ସହ ଆଲୋଚନା କରି ପ୍ରଥମ ବର୍ଷ ପୂର୍ତ୍ତିର ତିକ୍ତ ମଧୁର ଅନୁଭୂତି ବଖାଣିଛନ୍ତି । ଅଧିକ ପଢନ୍ତୁ...
![ଏକ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାମ୍ବାଦିକ ସମ୍ବିଳନୀ kalahandi-mp-basanta-panda-one-year-complete-pressmeet](https://etvbharatimages.akamaized.net/etvbharat/prod-images/768-512-7465336-thumbnail-3x2-kld.jpg)
ଏକ ବର୍ଷ ପୂର୍ଣ୍ଣ ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାମ୍ବାଦିକ ସମ୍ବିଳନୀ
ଅବିଭକ୍ତ କଳାହାଣ୍ଡି ଜିଲ୍ଲାକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବା ମୋର ଲକ୍ଷ୍ୟ ରହିଛି ବୋଲି ସାଂସଦ ଏହି ଅବସରରେ ପ୍ରକାଶ କରିଛନ୍ତି । ନୂଆପଡା ବିଧାନସଭା କ୍ଷେତ୍ରରୁ ଦୁଇଥର ଭାଜପା ଟିକଟରେ ବିଧାୟକ ହୋଇଥିବାବେଳେ ଗତ ଲୋକସଭା ନିର୍ବାଚନରେ ଭାଜପା ଟିକଟରେ ପ୍ରଥମ ଥରପାଇଁ ଲୋକସଭା ସାଂସଦ ହୋଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଏକ ବର୍ଷ ପୂର୍ଣ୍ଣ ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାମ୍ବାଦିକ ସମ୍ବିଳନୀ
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ