କଳାହାଣ୍ଡି: ଜୁନାଗଡ଼ ଜାରିଙ୍ଗ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରରେ ପୀଡିତାଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।
ଜୁନାଗଡ଼ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ - ପୀଡିତାଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା
ଜୁନାଗଡ଼ ଜାରିଙ୍ଗ ଗଣଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।
ପୀଡିତାଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ
ଭକ୍ତ ଚରଣ ଦାସ ଗାଁରେ ପହଞ୍ଚି ପୀଡିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସମବେଦନା ଜଣାଇ ଥିଲେ । ଭକ୍ତ ଦାସଙ୍କ ସହ ମହିଳା କଂଗ୍ରେସର କର୍ମକର୍ତ୍ତା ମାମଲାର ଶେଷ ପର୍ଯ୍ୟନ୍ତ ପିଡିତାଙ୍କୁ ନ୍ୟାୟ ନମିଳିବା ଯାଏଁ ପୀଡିତ ପରିବାର ସହ ଅଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।
କଳାହାଣ୍ଡିରୁ ଅଜିତ ସିଂହ ଇଟିଭି ଭାରତ