ଓଡିଶା

odisha

ETV Bharat / state

ବନ୍ଧୁକ ଧରି ଚାଲିଥିଲା ବେଧଡ଼କ ଚୋରା ମଦ କାରବାର, ଚଢାଉ କଲା ପୋଲିସ - ବନ୍ଧୁକ ଧରି ଚୋରା ମଦ କାରବାର

ଚୋରା ମଦ ବେପାର କରି ମାଲାମାଲ ହେବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏପରି କିଛି ଅସାଧୁ ବ୍ୟବସାୟୀଙ୍କୁ କଳହାଣ୍ଡି ଜିଲ୍ଲା ଆମପାଣି ଥାନା ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

ବନ୍ଧୁକ ଧରି ଚାଲିଥିଲା ବେଧଡ଼କ ଚୋରା ମଦ କାରବାର, ଚଢାଉ କଲା ପୋଲିସ
ବନ୍ଧୁକ ଧରି ଚାଲିଥିଲା ବେଧଡ଼କ ଚୋରା ମଦ କାରବାର, ଚଢାଉ କଲା ପୋଲିସ

By

Published : May 25, 2022, 10:57 AM IST

ଭବାନୀପାଟଣା: ଚୋରା ମଦ ବେପାର କରି ମାଲାମାଲ ହେବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏପରି କିଛି ଅସାଧୁ ବ୍ୟବସାୟୀଙ୍କୁ ଗତକାଲି (ମଙ୍ଗଳବାର) କଳହାଣ୍ଡି ଜିଲ୍ଲା ଆମପାଣି ଥାନା ପୋଲିସ ଗିରଫ କରିଛି ।

ବନ୍ଧୁକ ଧରି ଚାଲିଥିଲା ବେଧଡ଼କ ଚୋରା ମଦ କାରବାର, ଚଢାଉ କଲା ପୋଲିସ

ସୂଚନାଅନୁସାରେ, ଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଧୋବେନ ଚଞ୍ଚରା ଗାଁର ପଦୁ ଚଲାନ ଦେଶୀ ବନ୍ଧୁକ ସାହାଯ୍ୟରେ ଦୀର୍ଘ ଦିନ ହେବ ଚୋରା ମଦ କାରବାର କରି ଆସୁଥିଲା । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ମାଫିଆକୁ ଗିରଫ କରିଛି । ଏହାସହ ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଦେଶୀ ମଦ ଜବତ କରିଥିବା ବେଳେ ଅଧିକ ପଚାରଉଚୁରା ପରେ ଅଭିଯୁକ୍ତ ମଦ ମାଫିଆ ପଦୁ ଚଲାନକୁ କୋର୍ଟ ଚାଲାଣ କରିଛି ଆମପାଣି ଥାନା ପୋଲିସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details