କଳାହାଣ୍ଡିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୪୦ ଡିଗ୍ରୀ ଛୁଇଁଲାଣି ପାରଦ - heat wave in kalahandi
କଳାହାଣ୍ଡି ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ ୪୦ ଡିଗ୍ରୀ ଛୁଇଁଲାଣି ପାରଦ । ସକାଳ ୧୧ଟାରୁ ୩ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ।

୪୦ ଡିଗ୍ରୀ ଛୁଇଁଲାଣି ପାରଦ
କଳାହାଣ୍ଡି: ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଲ କଲାଣି ତାତି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ କରୁଛି ଅସ୍ତବ୍ୟସ୍ତ। ମାର୍ଚ୍ଚ ମାସରୁ ହିଁ ୪୦ ଡିଗ୍ରୀ ଛୁଇଁଲାଣି ପାରଦ । ସକାଳ ୧୧ଟାରୁ ୩ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଯାହାଫଳରେ ଘରୁ ବାହାରିବା ସହରବାସୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି।
କଳାହାଣ୍ଡିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୪୦ ଡିଗ୍ରୀ ଛୁଇଁଲାଣି ପାରଦ
Last Updated : Apr 25, 2020, 8:23 PM IST