ଓଡିଶା

odisha

ETV Bharat / state

କମ୍ପାନୀରେ ଜିଏସଟି ବିଭାଗର ଚଢାଉ, ୧୨ ଲକ୍ଷ ଟିକସ ଫାଙ୍କିଥିବା ଅଭିଯୋଗ - kalahandi GST fraud

କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ ଉପରେ ଜିଏସଟି ବିଭାଗର ଚଢାଉ । ଅଧିକ ପଢନ୍ତୁ...

ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ ଉପରେ ଜିଏସଟି ବିଭାଗର ଚଢାଉ
ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ ଉପରେ ଜିଏସଟି ବିଭାଗର ଚଢାଉ

By

Published : Sep 9, 2021, 8:14 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ ଉପରେ ଜିଏସଟି ବିଭାଗର ଚଢାଉ । କମ୍ପାନୀ ୧୨ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିଥିବା ନେଇ ଜଣାପଡିଛି ।

ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ ଉପରେ ଜିଏସଟି ବିଭାଗର ଚଢାଉ

ସୂଚନାଯୋଗ୍ୟ, କଲିକତାରୁ ଏକ ରେଡିମେଡ କପଡା ବୋଝେଇ ଟ୍ରକ ସୁପରଫାଷ୍ଟ କମ୍ପାନୀକୁ ଆସିଥିଲା । ଏହି ସମୟରେ ଏନଫୋର୍ସମେଣ୍ଟ ଟିମ୍ ଟ୍ରକ ଉପରେ ଚଢାଉ କରିଥିଲେ । ଟ୍ରକଟି ମାଲଗୁଡିକର ଆବଶ୍ୟକୀୟ ଜିଏସଟି କାଗଜପତ୍ର ଦର୍ଶାଇ ପାରିନଥିବାବେଳେ ଏନଫୋର୍ସମେଣ୍ଟ ଟିମ୍ ଟ୍ରକକୁ ଜବତ କରି ଭବାନୀପାଟଣାସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ତଦନ୍ତ ଜାରି କରିଛନ୍ତି ।

ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ ୧୨ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିଥିବା ସିଟିଓ ନୀଳାଦ୍ରି ବିହାରୀ ଦାଢିଆ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details