ଓଡିଶା

odisha

ETV Bharat / state

ଗାୟତ୍ରୀ ଏଗ୍ରୋ ଅଏଲ ଓ ଫୁଡ୍ ପ୍ରଡକ୍ଟ ଫ୍ୟାକ୍ଟ୍ରିରେ GST ବିଭାଗର ଚଢ଼ାଉ - ଫୁଡ୍ ପ୍ରଡକ୍ଟ ଫେକ୍ଟ୍ରି ଉପରେ GST ବିଭାଗର ଚଢ଼ାଉ

ଗାୟତ୍ରୀ ଏଗ୍ରୋ ଅଏଲ ଓ ଫୁଡ ପ୍ରଡକ୍ଟ ଫ୍ୟାକ୍ଟ୍ରି ଉପରେ GST ବିଭାଗର ଚଢ଼ାଉ । ଅଧିକ ପଢ଼ନ୍ତୁ

ଗାୟତ୍ରୀ ଏଗ୍ରୋ ଅଏଲ ଓ ଫୁଡ୍ ପ୍ରଡକ୍ଟ ଫେକ୍ଟ୍ରି ଉପରେ GST ବିଭାଗର ଚଢ଼ାଉ
ଗାୟତ୍ରୀ ଏଗ୍ରୋ ଅଏଲ ଓ ଫୁଡ୍ ପ୍ରଡକ୍ଟ ଫେକ୍ଟ୍ରି ଉପରେ GST ବିଭାଗର ଚଢ଼ାଉ

By

Published : May 19, 2022, 7:28 AM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଢ଼ଖମଠାରେ ଥିବା ଗାୟତ୍ରୀ ଏଗ୍ରୋ ଅଏଲ ଓ ଫୁଡ଼୍‌ ପ୍ରଡକ୍ଟ ଫ୍ୟାକ୍ଟ୍ରି ଉପରେ GST ବିଭାଗର ଚଢାଉ । GST ଫାଙ୍କିବା ଅଭିଯୋଗରେ ବିଭାଗ ପକ୍ଷରୁ ଚଢ଼ାଉ ଜାରି ହୋଇଥିବା ଜଣାପଡିଛି । ଚଢ଼ଉରେ ସ୍ଥାନୀୟ ପୋଲିସ ସମେତ GST ବିଭାଗର ୨୨ ଜଣିଆ ସ୍ୱତନ୍ତ୍ର ଟିମ ସାମିଲ ହୋଇଥିଲେ । ଫ୍ୟାକ୍ଟ୍ରିର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା GST ବିଭାଗ ଏନଫୋର୍ସମେଣ୍ଟ ଡେପୁଟି କମିଶନର ସମୀର ମାଝୀ କହିଛନ୍ତି । ତେବେ ଆକଳନ ପରେ କେତେ ପରିମାଣର GST ଫାଙ୍କିଛନ୍ତି ତାହା ସ୍ପଷ୍ଟ ହେବବୋଲି କମିଶନର କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details