କଳାହାଣ୍ଡି: ଜିଲ୍ଲା ମଦନପୁର ରାମପୁର ରେଞ୍ଜ ଅନ୍ତର୍ଗତ ଡୁଟା ଗାଁରେ ବନ ବିଭାଗର ଚାଢ଼ାଉ। ଉତ୍ତର ବନଖଣ୍ଡ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ଏକ ସ୍ବତନ୍ତ୍ର ଟିମ ଡୁଟା ଗାଁର କୃତିବାସ ସାହୁଙ୍କ ଘରେ ଚାଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ ସାଗୁଆନ କାଠ ପଟ୍ଟା ଜବତ କରିଛନ୍ତି।
ବନ ବିଭାଗର ଚାଢ଼ାଉ, ବିପୁଳ ପରିମାଣର ମୂଲ୍ୟବାନ ସାଗୁଆନ କାଠ ଜବତ