ଓଡିଶା

odisha

ETV Bharat / state

୨୦୧୬ ହତ୍ୟାକାଣ୍ଡ ମାମଲାରେ ବାପା-ପୁଅଙ୍କୁ ଆଜୀବନ କାରାଦଣ୍ଡ - କଳାହାଣ୍ଡି ହତ୍ୟା ମାମଲାର ଶୁଣାଣି

ଜୁନାଗଡ ଥାନା ଚିଚୈଗୁଡାରେ ୨୦୧୬ରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ବାପା ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଦୌରାଜଜ ବନ୍ଦନା କର । ଅଧିକ ପଢନ୍ତୁ

୨୦୧୬ ହତ୍ୟାକାଣ୍ଡ ମାମଲାରେ ବାପା-ପୁଅଙ୍କୁ ଆଜୀବନ କାରାଦଣ୍ଡ
୨୦୧୬ ହତ୍ୟାକାଣ୍ଡ ମାମଲାରେ ବାପା-ପୁଅଙ୍କୁ ଆଜୀବନ କାରାଦଣ୍ଡ

By

Published : Dec 26, 2021, 5:06 PM IST

ଭବାନୀପାଟଣା:ହତ୍ୟା ମାମଲାରେ ବାପା ପୁଅକୁ ଆଜୀବନ କାରାଦଣ୍ଡାଦେଶ (father and son life imprisonment)। ଜୁନାଗଡ ଥାନା ଚିଚୈଗୁଡାରେ ୨୦୧୬ରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି ଧର୍ମଗଡ ଅତିରିକ୍ତ ଦୌରାଜଜ ବନ୍ଦନା କର । ସଵୁ ସାକ୍ଷୀ ପ୍ରମାଣକୁ ଆଧାର କରି ମାନ୍ଯବର କୋର୍ଟ ଅଭିଯୁକ୍ତ ଜଗତ ଜୁଏଡ ଓରଫ ଡମବୁଢା ଏବଂ ପୁଅ ପବିତ୍ର ଜୁଏଡ ଓରଫ ମଣ୍ଟୁ କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଆର୍ଥିକ ଦଣ୍ଡ ଶୁଣାଇଛନ୍ତି ।

୨୦୧୬ ହତ୍ୟାକାଣ୍ଡ ମାମଲାରେ ବାପା-ପୁଅଙ୍କୁ ଆଜୀବନ କାରାଦଣ୍ଡ

ଗତ ୨୦୧୬ ମସିହାରେ ଅଭିଯୁକ୍ତ ବାପ ପୁଅ ଏକ ଛୋଟ ଘଟଣାକୁ ନେଇ ଉକ୍ତ ଗାଁର ଶ୍ରୀମୂଖ ଵାଗକୁ ନିର୍ମମ ହତ୍ଯା କରିବା ସହ ଶ୍ରୀମୂଖର ପୁଅ କୁନା ବାଗଙ୍କୁ ଟାଙ୍ଗୀଆ ହାଣି ଗୁରୁତର ଆହତ କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details