ଓଡିଶା

odisha

ETV Bharat / state

କଳାହାଣ୍ଡି-କନ୍ଧମାଳ ସୀମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ - encounter between security forces and Maoists

କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନମୟ । ମାଓବାଦୀଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ...

encounter between security forces and Maoists
ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

By

Published : Apr 23, 2021, 7:08 PM IST

Updated : Apr 23, 2021, 9:51 PM IST

ଭବାନୀପାଟଣା:କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା । ମାଓବାଦୀଙ୍କ ମୃତ୍ୟୁ ସୂଚନା ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଲୁବେଙ୍ଗଦ ପଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ସୂଚନା । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

କଳାହାଣ୍ଡି-କନ୍ଧମାଳ ସୀମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ସୂଚନା ଅନୁଯାୟୀ, ୨୨ ତାରିଖ ସକାଳୁ କଳାହାଣ୍ଡି ଏସପିଙ୍କ ନିର୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଅପରେସନ ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ନିକଟ ପଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଲଞ୍ଚ କରାଯାଇଥିଲା ।

ଅପରେସନ ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଫଳରେ ଜଣେ ମହିଳା ମାଓବାଦୀର ମୃତ୍ୟ ହୋଇଥିବା ବେଳେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ଅନେକ ମାଓସାମଗ୍ରୀ ଜବତ ହୋଇଥିବା ନେଇ ସୂଚନା ଦେଲେ କଳାହାଣ୍ଡି ଏସପି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Last Updated : Apr 23, 2021, 9:51 PM IST

ABOUT THE AUTHOR

...view details