ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ମାଈ ହାତୀର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘୁଷୁରିଗୁଡି ଗାଁ ନିକଟରେ ଏକ ମାଈ ହାତୀର ମୃତଦେହ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଗତ ୪ ତାରିଖରେ ଗୋଟିଏ ମାଈ ହାତୀର ମୃତ୍ୟ ହୋଇଥିଲା ।
କର୍ଲାପାଟ ଅଭୟାରଣ୍ୟରେ ପୁଣି ମାଈ ହାତୀର ମୃତ୍ୟୁ - କର୍ଲାପାଟ ଅଭୟାରଣ୍ୟରେ ପୁଣି ମାଈ ହାତୀର ମୃତ୍ୟୁ
କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
କର୍ଲାପାଟ ଅଭୟାରଣ୍ୟରେ ପୁଣି ମାଈ ହାତୀର ମୃତ୍ୟୁ
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ