କଳାହାଣ୍ଡି: କୋରୋନାକୁ ନେଇ ଆଜି ସମଗ୍ର ବିଶ୍ୱ ଚିନ୍ତିତ । କାରଣ ଏହା ଏବେ ମହାମାରୀର ରୂପ ନେଇଛି । ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ଏହା ସହ ମୃତକଙ୍କ ସଂଖ୍ୟା ମଧ୍ୟ କିଛି କାମ ନୁହେଁ । ଏ ଲଢେଇ ରେ ଶାସନ ପ୍ରଶାସନ ଠୁ ଆରମ୍ଭ କରି ସାଧରଣ ଲୋକ ଙ୍କ ସହଯୋଗ ରେ ହିଁ ଆମେ ଏଇ ବିପତ୍ତି ରୁ ମୁକୁଳି ପାରିବା । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ସବୁ ହାତକୁ ନେଇ ଥିବା ବେଳେ ଏ ଯୁଦ୍ଧର ଆଗଧାଡିର କୋରୋନା ଯୋଦ୍ଧା ଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କଡା ନିର୍ଦେଶ ଦେଇଛନ୍ତି।
କୋରୋନା ପରିଚାଳନାରେ ଅବ୍ୟବସ୍ଥା, ଅଭିଯୋଗକାରୀ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ - କାରଣ ଦର୍ଶାଅ ନୋଟିସ
କୋଭିଡ ମ୍ୟାନେଜମେଣ୍ଟ ରେ ଅବ୍ୟବସ୍ଥା ଘଟଣାରେ ଅଭିଯୋଗକାରୀ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବିରୋଧୀ । ଅଧିକ ପଡନ୍ତୁ..
disorders-in-corona-management-as-show-notices-continue
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ