କଳାହାଣ୍ଡିରେ ଝାଡାବାନ୍ତି ଆତଙ୍କ, 15 ଦିନରେ 30ରୁ ଅଧିକ ଆକ୍ରାନ୍ତ - ଝାଡାବାନ୍ତି ଆତଙ୍କ
ଲାଞ୍ଜିଗଡ଼ରେ ଝାଡାବାନ୍ତି ଆକ୍ରାନ୍ତ
10:44 March 03
ଲାଞ୍ଜିଗଡ଼ରେ ଝାଡାବାନ୍ତି ଆକ୍ରାନ୍ତ
କଳାହାଣ୍ଡି: ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତରେ ଝାଡାବାନ୍ତି ଆତଙ୍କ । 15 ଦିନରେ 30ରୁ ଅଧିକ ଲୋକ ହୋଇଛନ୍ତି ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଗୁରୁତର ଅଛନ୍ତି । ଲାଞ୍ଜିଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଆସି ଚିକିତ୍ସା ଚଳାଇଥିବା ବେଳେ ବର୍ତ୍ତମାନ ବି ଗାଁରେ ପରିସ୍ଥିତି ଉଦବେଗଜନକ ରହିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Mar 3, 2020, 11:47 AM IST