ଓଡିଶା

odisha

ETV Bharat / state

କୋରୋନା ମୁକାବିଲା: ସରକାରୀ ନିୟମକୁ କଡାକଡି କରିଛନ୍ତି ଦେପୁର ସରପଞ୍ଚ

କୋରୋନାକୁ ଆୟତ୍ତ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ସେଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ଏହାକୁ କଡାକଡି ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ....

By

Published : Apr 10, 2020, 12:16 AM IST

kalahandi
କୋରୋନା ମୁକାବିଲା: ସରକାରୀ ନିୟମକୁ କଡାକଡି କରିଛନ୍ତି ଦେପୁର ସରପଞ୍ଚ

କଳାହାଣ୍ଡି: ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ନିୟମକୁ କଡାକଡି କରିଥିବା ବେଳେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମପଞ୍ଚାୟତରେ ଏହାକୁ ସୁନ୍ଦର ଭାବରେ ପାଳନ କରୁଥିବା ଦେଖିବାକୁ ମିଳିଛି ।

କୋରୋନା ମୁକାବିଲା: ସରକାରୀ ନିୟମକୁ କଡାକଡି କରିଛନ୍ତି ଦେପୁର ସରପଞ୍ଚ

ଜନସାଧାରଣଙ୍କ ଠାରେ ଦେପୁର ସରପଞ୍ଚ ଭୁକୁଲୁ ବାଗ ପହଞ୍ଚି କୋରୋନାରୁ ରକ୍ଷା ପାଇବା ପାଇଁ ସଚେତନତା ବାର୍ତ୍ତା ଦେଉଥିବା ବେଳେ ପଞ୍ଚାୟତ କର୍ମଚାରୀ ମଧ୍ୟ କୋଭିଡ-୧୯ ନିର୍ଦ୍ଦେଶନାମା ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ସବୁ ନେଉଛନ୍ତି ।

କୋରୋନା ମୁକାବିଲା: ସରକାରୀ ନିୟମକୁ କଡାକଡି କରିଛନ୍ତି ଦେପୁର ସରପଞ୍ଚ

କଡା ତତ୍ତ୍ବାବଧାନରେ ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖି ପିଡ଼ିଏସ ଚାଉଳ ଯୋଗାଣ, ଟଙ୍କା ବିତରଣ ଠାରୁ ଆରମ୍ଭ କରି ଘରୁ ବାହାରକୁ ନବାହାରିବା ପାଇଁ ମଧ୍ୟ କୁହାଯାଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details