ଓଡିଶା

odisha

By

Published : Jan 25, 2021, 7:33 PM IST

ETV Bharat / state

ଡ୍ରେନରୁ ମୃତ ନବଜାତ ଶିଶୁ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମଧ୍ୟରେ ଥିବା ମହାବୀର ଛକ ନିକଟ ଡ୍ରେନରେ ଦେଖିବାକୁ ମିଳିଛି ନବଜାତ ଶିଶୁର ମୃତଦେହ।

ଡ୍ରେନରୁ ମୃତ ନବଜାତ ଶିଶୁ ଉଦ୍ଧାର
ଡ୍ରେନରୁ ମୃତ ନବଜାତ ଶିଶୁ ଉଦ୍ଧାର

ଭବନୀପାଟଣା: ଅଲୋଡା ହେଉଛି ନବଜାତ ଶିଶୁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମଧ୍ୟରେ ଥିବା ମହାବୀର ଛକ ନିକଟ ଡ୍ରେନରେ ଦେଖିବାକୁ ମିଳିଛି ନବଜାତ ଶିଶୁର ମୃତଦେହ।

ଡ୍ରେନରୁ ମୃତ ନବଜାତ ଶିଶୁ ଉଦ୍ଧାର

ଶିଶୁଟିକୁ କେହି ଜନ୍ମ କରିବା ପରେ ଏଭଳି ଫିଙ୍ଗି ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ନବଜାତଟି ଝିଅ ନା ପୁଅ ସେନେଇ ଜଣାପଡିନାହିଁ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ , ଇଟିଭି ଭାରତ

ABOUT THE AUTHOR

...view details