ଭବାନୀପାଟଣା: କୋଭିଡ19 ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା । କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାର ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ।
କୋଭିଡ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାରେ ଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ - covid19 mis management
କୋଭିଡ19 ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା । କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାର ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ।ଅଧିକ ପଢନ୍ତୁ...
କୋଭିଡ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାରେ ଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ
କୋଭିଡ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାରେ ଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ
ଗୁରୁବାର କଳାହାଣ୍ଡି ଜିଲ୍ଲାପାଳ ଘଟଣାକୁ ନେଇ କଳାହାଣ୍ଡି ସିଡିଏମଓ ଓ କୋଭିଡ19 ହସ୍ପିଟାଲ ପରିଚାଳନା ଦାୟିତ୍ବରେ ଥିବା ଦୁଇ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହା ସହ ହସ୍ପିଟାଲରେ କୋରୋନା ଯୋଦ୍ଧାଙ୍କ ପାଇଁ ରହିଥିବା ଆନୁସଙ୍ଗିକ ସୁବିଧା ସୁଯୋଗର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିବା ସୂଚନା ମିଳିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ