ଓଡିଶା

odisha

ETV Bharat / state

କଳାହାଣ୍ଡିରେ ସଟଡାଉନ ପ୍ରଭାବ - ରାତ୍ରିକାଳୀନ କର୍ଫ୍ୟୁ

କମିବାର ନାଁ ନେଉନାହିଁ ମହାମାରୀ କୋରୋନା । ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏଥିରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ କରିବାକୁ ଜିଲ୍ଲାକୁ ପୁନଃ ଫେରିଛି କୋରୋନା କଟକଣା । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: କଳାହାଣ୍ଡିରେ ସଡାଉନର ପ୍ରଭାବ
କୋରୋନା ଆତଙ୍କ: କଳାହାଣ୍ଡିରେ ସଡାଉନର ପ୍ରଭାବ

By

Published : Apr 17, 2021, 11:44 AM IST

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କୋରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହକ ଦୁଇଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ।

ସେହିପରି ଶନିବାର ଠାରୁ ରାଜ୍ୟର ଅନେକ ଜିଲ୍ଲାରେ ଆରମ୍ଭ ହୋଇଛି ସଟଡାଉନ ପ୍ରକ୍ରିୟା । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସଟଡାଉନର ପ୍ରଭାବ ।

କୋରୋନା ଆତଙ୍କ: କଳାହାଣ୍ଡିରେ ସଡାଉନର ପ୍ରଭାବ

ଭବାନୀପାଟଣା ସହର ସମେତ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚାଳଚଳ ମଧ୍ୟ ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details