ଭବାନୀପାଟଣା: ଭାରତୀୟ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିବୀର ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ରାଜନୈତିକ ଦଳ ମାନଙ୍କ ଠାରୁ ଆରମ୍ଭ କରି ଆଶାୟୀ ପ୍ରାର୍ଥୀଙ୍କ ବିକ୍ଷୋଭ ଦେଖିବାକୁ ମିଳୁଛି । ତେବେ ଏହାକୁ ବିରୋଧ କରିଛି କଳାହାଣ୍ଡି କଂଗ୍ରେସ । ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।
ଅଗ୍ନିବୀର ଯୋଜନାକୁ ବିରୋଧ, କଳାହାଣ୍ଡିରେ କଂଗ୍ରେସର ସତ୍ୟାଗ୍ରହ - ଅଗ୍ନିବୀର ଯୋଜନାକୁ କଂଗ୍ରେସର ବିରୋଧ
ଅଗ୍ନିବୀର ଯୋଜନାକୁ ବିରୋଧ କରି ଗର୍ଜିଲା କଂଗ୍ରେସ । ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି । ଅଧିକ ପଢ଼ନ୍ତୁ
ଅଗ୍ନିବୀର ଯୋଜନାକୁ ନେଇ କଂଗ୍ରେସର ସତ୍ୟାଗ୍ରହ
ଅଗ୍ନିବୀର ଯୋଜନାକୁ ନେଇ କଂଗ୍ରେସର ସତ୍ୟାଗ୍ରହ
ଇଟିଭି ଭାରତ, କଳାହାଣ୍ଡି