ଭବାନୀପାଟଣା: ଆଉ କିଛି କ୍ଷଣ ପରେ ଆରମ୍ଭ ହେବ ବଡ଼ଦିନ । ଏନେଇ କଳାହାଣ୍ଡି ଜିଲ୍ଲାରେ ଚାଲିଛି ଜୋରସୋର ପ୍ରସ୍ତୁତି। ଧରାବତରଣ କରିବେ ପ୍ରଭୁ ଯୀଶୁ। ଯୀଶୁଙ୍କ ଆଗମନକୁ ଧୁମଧାମର ସହ ପାଳନ କରିବା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପରିବେଶ।
ଆସିବେ ଯୀଶୁ, ଚଳଚଞ୍ଚଳ ଚର୍ଚ୍ଚ ପରିସର - ବଡ଼ଦିନ ପ୍ରସ୍ତୁତି
କିଛି ସମୟ ପରେ ଜନ୍ମ ନେବେ ଯୀଶୁଖ୍ରୀଷ୍ଟ । ଯୀଶୁଙ୍କ ଆଗମନ ନେଇ ଭବାନୀପାଟଣା ପିଟର କ୍ୟାଥଲିକ ଚର୍ଚ୍ଚରେ ଯୋରଦାର ପ୍ରସ୍ତୁତି । ଅଧିକ ପଢ଼ନ୍ତୁ...
ଆସିବେ ଯୀଶୁ, ଚଳଚଞ୍ଚଳ ଚର୍ଚ୍ଚ ପରିସର
ଆସିବେ ଯୀଶୁ, ଚଳଚଞ୍ଚଳ ଚର୍ଚ୍ଚ ପରିସର
ଭବାନୀପାଟଣା ପିଟର କ୍ୟାଥଲିକ ଚର୍ଚ୍ଚରେ ବେଶ ଧୁମଧାମରେରେ ଚାଲିଛି ବଡ଼ଦିନ ପ୍ରସ୍ତୁତି । ଚର୍ଚ୍ଚ ଗୁଡିକରେ ଉତ୍ସବକୁ ଖୁବ ଆଡମ୍ବରର ସହ ପାଳନ କରିବା ପାଇଁ ବିଶେଷ ସାଜସଜ୍ଜା କରାଯାଇଛି । କ୍ୟାରୋଲ ସଙ୍ଗୀତ ଗାନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ