ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଏନସିପିସିଆର ପ୍ରତିନିଧିଙ୍କ କ୍ୟାମ୍ପ କୋର୍ଟ - camp court organasied by NCPCR team

କଳାହାଣ୍ଡି ଜିଲ୍ଲାପାଳ କକ୍ଷରେ ଶିଶୁ ସୁରକ୍ଷା ଆୟୋଗର କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ 800ରୁ ଊର୍ଦ୍ଧ୍ବ ମାମଲା ଶୁଣାଣି ହୋଇଥିଲା।

କଳାହାଣ୍ଡିରେ ଏନସିପିସିଆର ପ୍ରତିନିଧିଙ୍କ କ୍ୟାମ୍ପ କୋର୍ଟ

By

Published : Nov 23, 2019, 10:23 AM IST

ଭବାନିପାଟଣା: କଳାହାଣ୍ଡି ଗସ୍ତରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ପ୍ରତିନିଧି ଦଳ। ଜାତୀୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ଡକ୍ଟର ଆର.ଜି ଆନନ୍ଦ ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା କଳାହାଣ୍ଡି ଗସ୍ତ କରି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ କ୍ୟାମ୍ପ କୋର୍ଟରେ ଯୋଗ ଦେଇଥିଲେ। ଏହି କ୍ୟାମ୍ପ କୋର୍ଟରେ ଶିଶୁ ଅଧିକାର ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା। ଏହି କ୍ୟାମ୍ପରେ 800ରୁ ଊର୍ଦ୍ଧ୍ବ ମାମଲା ଶୁଣାଣି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଯୋଗ ଦେଇଥିଲେ ।

କଳାହାଣ୍ଡିରେ ଏନସିପିସିଆର ପ୍ରତିନିଧିଙ୍କ କ୍ୟାମ୍ପ କୋର୍ଟ

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details