ଭବାନୀପାଟଣା: ବସ ଓଲଟି ୩୦ରୁ ଅଧିକ ଯାତ୍ରୀ ଆହତ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଓଲଟିଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ବସ୍, 30ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ - bus accident in kalahandi
ବସ ଓଲଟି ୩୦ରୁ ଅଧିକ ଯାତ୍ରୀ ଆହତ । ବସଟି ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ । ଅଧିକ ପଢନ୍ତୁ...
ବସ ଓଲଟି ୩୦ ରୁ ଅଧିକ ଯାତ୍ରୀ ଆହତ
ଓଲଟିଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ବସ୍, 30ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ
କଳାହାଣ୍ତିର ଆମପାଣି ଥାନା ଅନ୍ତର୍ଗତ ବଡ଼ କେନ୍ଦୁଗୁଡାରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି । ବସଟି ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Dec 13, 2020, 8:57 PM IST