ଓଡିଶା

odisha

ETV Bharat / state

କଳାହାଣ୍ଡିରେ ପୁଣି ମାଓ ପୋଷ୍ଟର - bhabanipatana mao poster

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗ ସାଇପାଟଣା ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦାବି ନେଇ ସେମାନେ ଏହି ପୋଷ୍ଟର ଲଗାଇଛନ୍ତି । ଅଧିକ ପଢନ୍ତୁ...

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗ ସାଇପାଟଣା ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର
ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗ ସାଇପାଟଣା ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

By

Published : Mar 18, 2021, 1:47 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗ ସାଇପାଟଣା ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦାବି ନେଇ ସେମାନେ ଏହି ପୋଷ୍ଟର ଲଗାଇଛନ୍ତି ।

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗ ସାଇପାଟଣା ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

ଏହି ପୋଷ୍ଟରରେ ନୂତନ ପ୍ରସ୍ତାବିତ ସିଆରପିଏଫ କ୍ୟାମ୍ପକୁ ବିରୋଧ କରିବା ସହ ସ୍ଥାନୀୟ ଯୁବକଙ୍କୁ ପୋଲିସ ଇନଫର୍ମର ଭାବେ ନିୟୋଜିତ କରିବା ଏବଂ କଳାହାଣ୍ଡିର ଖଣିଜ ସମ୍ପଦକୁ କମ୍ପାନୀ ହାତରେ ଟେକି ଦେବା ଭଳି ପ୍ରସଙ୍ଗକୁ ପୋଷ୍ଟର ମାଧ୍ୟମରେ ପ୍ରତିବାଦ କରାଯାଇଛି । ସିପିଆଇ ମାଓବାଦୀ କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି ।

କଳାହାଣ୍ଡିରୁ ଅଜିତ କିମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details