ଓଡିଶା

odisha

ETV Bharat / state

କର୍ଲାପାଟରେ କଲବଲ ଗଜରାଜ, ପୁଣି ଏକ ହାତୀର ମୃତ୍ୟୁ

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନି ଧରୁ ନଥିବା ବେଳେ ଆଜି ପୁଣି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

By

Published : Feb 14, 2021, 5:54 PM IST

ସେଫଟି ସେମିଆଁ ରୋଗରେ ପୁଣି ଏକ ହାତୀର ମୃତ୍ୟୁ
ସେଫଟି ସେମିଆଁ ରୋଗରେ ପୁଣି ଏକ ହାତୀର ମୃତ୍ୟୁ

ଭବାନୀପାଟଣା : ପୁଣି ଏକ ହାତୀର ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନି ଧରୁ ନଥିବା ବେଳେ ଆଜି ପୁଣି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ତେବେ ଏତେ ସଂଖ୍ୟାରେ ହାତୀ ମୃତ୍ୟୁବରଣ କରିବା ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।

ସେଫଟି ସେମିଆଁ ରୋଗରେ ପୁଣି ଏକ ହାତୀର ମୃତ୍ୟୁ
ମୃତ ମାଈ ହାତୀଟି ସେଫଟିସେମିଆଁ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତ ୧୪ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ପ୍ରାଣ ହରାଇଲେଣି । ଅଭୟାରଣ୍ୟ ମଧ୍ୟରେ ହାତୀଙ୍କୁ ଟ୍ରାକ କରିବା ପାଇଁ ବନ ବିଭାଗ ପକ୍ଷରୁ କ୍ୟାମେରା ଲଗାଯାଇଥିବା ବେଳେ ହାତୀ ମୃତ୍ୟ ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details