ଭବାନୀପାଟଣା: ନାଗରିକ ବିକାଶ ସଂଗଠନ ତଥା ମହିଳା ଶ୍ରମଜୀବୀ ମଞ୍ଚ ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ଧରୁଆଙ୍କୁ ମହିଳା ହିଂସା ରୋକିବା ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।
ଲିଙ୍ଗ ଭିତ୍ତିକ ଅସମାନତା ରୋକିବା ନିମନ୍ତେ ଦାବିପତ୍ର - A demand letter
ନାଗରିକ ବିକାଶ ସଂଗଠନ ତଥା ମହିଳା ଶ୍ରମଜୀବୀ ମଞ୍ଚ ମିଳିତ ଆନୁକୂଲ୍ୟରେ କୋକସରା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମଙ୍କୁ ମହିଳା ହିଂସା ରୋକିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ। ଅଧିକ ପଢନ୍ତୁ...
ଲିଙ୍ଗ ଭିତ୍ତିକ ଅସମାନତା ରୋକିବା ନିମନ୍ତେ ଏକ ଦାବି ପତ୍ର
ଲିଙ୍ଗ ଭିତ୍ତିକ ଅସମାନତା ରୋକିବା ନିମନ୍ତେ ଏକ ଦାବି ପତ୍ର
ଏହି କାର୍ଯ୍ୟକ୍ରମରେ ନାଗରିକ ବିକାଶ ସଂଗଠନର ସଭାନେତ୍ରୀ ଶ୍ରୀମତୀ ରଜନୀକାନ୍ତୀ ପାଣିଗ୍ରାହୀ ସଂପାଦିକା ତ୍ରିପୁରା ଭକ୍ତ ଏବଂ ସଂଗଠନର କର୍ମକର୍ତ୍ତା ଉପେନ୍ଦ୍ର ସୁନାନୀ,ତ୍ରିନାଥ ବେଶ୍ରା ପ୍ରମୁଖ ଉପସ୍ଥିତ ରହି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧରୁଆଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ