ଭବାନୀପାଟଣା : ଏକ ସାଇବର କ୍ରାଇମ ଘଟଣାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଣେ ବ୍ୟବସାୟୀ ନାରାୟଣ ଅଗ୍ରୱାଲଙ୍କ ଆକାଉଣ୍ଟରୁ ୧ ଲକ୍ଷ ୭୯ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ବ୍ୟବସାୟୀ ଜଣକ ନିଜର ଟେଲି ସଫ୍ଟୱେର ଅପଡେଟ ଶହ ମଲ୍ଟିପୁଲ କରୁଥିବାବେଳେ କଷ୍ଟମର କେୟାରର ସହାୟତା ନେଇଥିଲେ । ଏହି ସମୟରେ ସେମାନେ ପ୍ରଥମେ ୯୯ ହଜାର, ୨୦ ହଜାର ଲେଖାଏଁ ୪ ଥର ତାଙ୍କ ଆକାଉଣ୍ଟରୁ ନେଇଯାଇଥିଲେ । ସେମାନେ ଏହି ଟଙ୍କା ନେଉଥିଲେ ମଧ୍ୟ ବ୍ୟବସାୟୀ ଜଣକ ଜାଣି ପାରିନଥିଲେ ।
ବ୍ୟବସାୟୀଙ୍କ ଆକାଉଣ୍ଟରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେଲେ ସାଇବର ଠକ - ସାଇବର ଠକ ବ୍ୟବସାୟୀଙ୍କ ଏକାଉଣ୍ଟ
ସଫ୍ଟୱେର ଅପଡେଟ ନାଁରେ ସାଇବର କ୍ରାଇମ । ୧ ଲକ୍ଷ ୭୯ ଟଙ୍କା ବ୍ୟବସାୟୀ ନାରାୟଣ ଅଗ୍ରୱାଲଙ୍କ ଆକାଉଣ୍ଟରୁ ଲୁଟିନେଲେ ଠକ । ଅଧିକ ପଢନ୍ତୁ...
ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧ ଲକ୍ଷ ୭୯ ଟଙ୍କା ଲୁଟିନେଲେ ସାଇବର ଠକ
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ