ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ଜଣେ ଗୋରୁ ଚରାଳୀ ଗୁରୁତର - bear attack

ଗୁରୁତର ବ୍ୟକ୍ତି ଜଣକ ଗୋଣ୍ଡୁଲ ଗାଁର ଭୁଜ ମାଝୀ । ସୂଚନା ଅନୁଯାୟୀ ଭୁଜ ମାଝୀ ସବୁ ଦିନ ଭଳି ସକାଳୁ ଗୋରୁ ଚାରାଇବା ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ।

a-cattle-herder-was-seriously-injured-in-the-bear-attack
ଭାଲୁ ଆକ୍ରମଣରେ ଜଣେ ଗୋରୁ ଚରାଳୀ ଗୁରୁତର

By

Published : Jul 24, 2020, 5:44 AM IST

କଳାହାଣ୍ଡି: ଜିଲ୍ଲା ଗୋଳାମୁଣ୍ଡା ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଗୋରୁ ଚରାଳୀ ଗୁରୁତର। ଗୁରୁତର ବ୍ୟକ୍ତି ଜଣକ ଗୋଣ୍ଡୁଲ ଗାଁର ଭୁଜ ମାଝୀ । ସୂଚନା ଅନୁଯାୟୀ ଭୁଜ ମାଝୀ ସବୁ ଦିନ ଭଳି ସକାଳୁ ଗୋରୁ ଚାରାଇବା ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ।

ଭାଲୁ ଆକ୍ରମଣରେ ଜଣେ ଗୋରୁ ଚରାଳୀ ଗୁରୁତର
ଗୋରୁ ଚାରାଇବା ସମୟରେ ସେ ଭାଲୁ ଆକ୍ରମଣର ଶୀକାର ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ଗୁରୁତର ଭୁଜଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details