କଳାହାଣ୍ଡି: ସୀମାରେ ଅଟକ ୩ ଯୁବକ । ଲକଡାଉନ ସମୟରେ ଏମାନେ ଓଡିଶା ଛତିଶଗଡ଼ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୩୦ ଛତିଶଗଡ଼ ରାସ୍ତା ଦେଇ କଳାହାଣ୍ଡି ଜୁନାଗଡ଼କୁ ସାଇକେଲରେ ଫେରୁଥିଲେ । ଏମାନେ ପୁଣେ, ମହାରାଷ୍ଟ୍ରରୁ ଆସୁଥିବା ଜଣାପଡିଛି ।
ସୀମାରେ 3 ଯୁବକ ଅଟକ - lockdown
ଦୀର୍ଘ 12 ଦିନ ଧରି ସାଇକେଲରେ ଆସୁଥିବା ଯୁବକଙ୍କୁ ଅଟକ ରଖିଛି ଓଡିଶା ପୋଲିସ । ଏମାନେ ପୁଣେ, ମହାରାଷ୍ଟ୍ରରୁ ଆସୁଥିବା ଜଣାପଡିଛି । ଅଧିକ ପଢନ୍ତୁ...
![ସୀମାରେ 3 ଯୁବକ ଅଟକ 3 youths detained at Odisha-Chhattisgarh border](https://etvbharatimages.akamaized.net/etvbharat/prod-images/768-512-6994734-809-6994734-1588180246155.jpg)
ସୀମାରେ 3 ଯୁବକ ଅଟକ
ତେବେ ଓଡିଶା ଛତିଶଗଡ଼ ବୋଡ଼ର୍ରରେ ତାଙ୍କୁ ପୋଲିସ ଅଟକ ରଖିଛି । ତଦନ୍ତରୁ ଜଣାପଡିଛି କି, ସେମାନେ ଦୀର୍ଘ ୧୨ ଦିନ ହେଲା ସାଇକେଲରେ ଯାତ୍ରା କରି ଆସୁଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ