ଭବାନୀପାଟଣା: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନେତାଙ୍କ ପ୍ରତିକ୍ରିୟା । ପଞ୍ଚାୟତ ନିର୍ବାଚନ ଘୋଷଣା ଦିନ ଠାରୁ ହିଁ ରାଜନୀତି ସରଗରମ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନକୁ ଦଖଲ କରିବା ପାଇଁ ଲାଗିପଡିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନେତାଙ୍କ ପ୍ରତିକ୍ରିୟା - ପଞ୍ଚାୟତ ନିର୍ବାଚନ ଖବର କଳାହାଣ୍ଡି
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ୩ ରାଜନୈତିକ ଦଳ ନେତାଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନେତାଙ୍କ ପ୍ରତିକ୍ରିୟା
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନେତାଙ୍କ ପ୍ରତିକ୍ରିୟା
ଆଜି(ବୁଧବାର) ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅନୁଷ୍ଠିତ ହୋଇ ଥିବାବେଳେ ମତଦାନକୁ ନେଇ ଭୋଟରଙ୍କ ଠାରୁ ଆରମ୍ଭ କରି ପ୍ରାର୍ଥୀ ଓ ଦଳୀୟ ନେତାଙ୍କ ମନରେ ଉତ୍ସାହ ଦେଖାଦେଇଥିଲା । ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୭ ଟି ଜିଲ୍ଲା ପରିଷଦ ଆସନରେ ମତଦାନ ହୋଇ ଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ବାଲାଟ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ