ଭବାନୀପାଟଣା :କଳାହାଣ୍ଡି ଜିଲ୍ଲାରେ ସୁସ୍ଥ ହେଲେ ୧୬ କୋରୋନା ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାର କୋଭିଡ ହସପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି 57 ଜଣ ଆକ୍ରାନ୍ତ ।
କଳାହାଣ୍ଡିରେ ସୁସ୍ଥ ହେଲେ ୧୬ କୋରୋନା ଆକ୍ରାନ୍ତ - ସୁସ୍ଥ ହେଲେ ୧୬ ଜଣ କୋରୋନା ଆକ୍ରାନ୍ତ
କଳାହାଣ୍ଡିରେ ସୁସ୍ଥ ହେଲେ ୧୬ ଜଣ କୋରୋନା ଆକ୍ରାନ୍ତ । ୧୪ ପଜେଟିଭ ଏବେବି ଚିକିତ୍ସାଧୀନ । ଅଧିକ ପଢନ୍ତୁ...
କଳାହାଣ୍ଡିରେ ସୁସ୍ଥ ହେଲେ ୧୬ ଜଣ କୋରୋନା ଆକ୍ରାନ୍ତ
କଳାହାଣ୍ଡିରେ ସୁସ୍ଥ ହେଲେ ୧୬ ଜଣ କୋରୋନା ଆକ୍ରାନ୍ତ
ହେଲେ, ଏବେ ମାତ୍ର ୧୪ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୩ ଜଣ କୋରୋନା ଯୋଦ୍ଧା ମଧ୍ୟ ସୁସ୍ଥ ହୋଇ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ