ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ଲଖନପୁର ବିଇଓଙ୍କ କୋଷାଧ୍ୟକ୍ଷ - ଶିକ୍ଷା ଅଧିକାରୀ

୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଲଖନପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କୋଷାଧ୍ୟକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

By

Published : Jul 11, 2019, 1:02 PM IST

Updated : Jul 11, 2019, 3:42 PM IST

ଝାରସୁଗୁଡା: ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ।

ବିଇଓ ଅଫିସର କୋଷାଧ୍ୟକ୍ଷ ଅରୁଣ ପାଢ଼ୀ ବିଲ ପାସ କରିଦେବା ପାଇଁ ସତ୍ୟନାରାୟଣ ବେହେରାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ପ୍ରକାଶ ଯେ, ଖବରପାଇ ଝାରସୁଗୁଡ଼ା ଭିଜିଲାନ୍ସ ଟିମ ସହ ସମ୍ବଲପୁର ଓ ସୁନ୍ଦରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଏହା ସହ କୋଷାଧ୍ୟକ୍ଷ ଅରୁଣ ପାଢୀ ଲାଞ୍ଚ ନେଇ ଥିବା 6000 ଟଙ୍କା ତାଙ୍କ ଠାରୁ ଜବତ ହୋଇଛି ।


ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 11, 2019, 3:42 PM IST

ABOUT THE AUTHOR

...view details