ଓଡିଶା

odisha

ETV Bharat / state

ବିଷାକ୍ତ ଛତୁ ଖାଇ 3 ଗୁରୁତର

ବିଷାକ୍ତ ଛତୁ ଖାଇ 3 ଅସୁସ୍ଥ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଗ୍ରାମରେ । ଅଧିକ ପଢନ୍ତୁ

By

Published : Jun 22, 2022, 6:57 PM IST

Updated : Jun 22, 2022, 7:27 PM IST

ବିଷାକ୍ତ ଛତୁ ଖାଇ ତିନି ଗୁରୁତର
ବିଷାକ୍ତ ଛତୁ ଖାଇ ତିନି ଗୁରୁତର

ମାଲକାନଗିରି : ବିଷାକ୍ତ ଛତୁ ଖାଇ ତିନି ଅସୁସ୍ଥ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଗ୍ରାମରେ । ଏହି ଗାଁରେ ରହୁଥିବା ଗୋଟିଏ ପରିବାରର ୩ଜଣ ସଦସ୍ୟ ଆଜି ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଛତୁ ଖାଇଥିଲେ ।

ବିଷାକ୍ତ ଛତୁ ଖାଇ 3 ଗୁରୁତର

ତେବେ ଖାଇବାର କିଛି ସମୟ ପରେ ସମସ୍ତଙ୍କ ପେଟ କାଟିବା ସହ ଝାଡ଼ାବାନ୍ତି ହୋଇଥିଲା । ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ଗୁରୁତର ମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର ।

ଇଟିଭି ଭାରତ, ମାଲକାନଗିରି

Last Updated : Jun 22, 2022, 7:27 PM IST

ABOUT THE AUTHOR

...view details