ଓଡିଶା

odisha

ETV Bharat / state

ସପ୍ତାହରେ ଚତୁର୍ଥ ଦୁର୍ଘଟଣା: ଟ୍ରକ ଚାପାରେ ଶିକ୍ଷୟତ୍ରୀ ମୃତ - ଜ୍ୟୋତ୍ସାରାଣୀ ସୁତାରଙ୍କ ମୃତ୍ୟୁ

ସ୍କୁଲରୁ ସ୍କୁଟିରେ ଆସୁଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସରସ୍ବତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ଜ୍ୟୋତ୍ସାରାଣୀ ସୁତାର ମୃତ ।

ସପ୍ତାହରେ ଚତୁର୍ଥ ଦୁର୍ଘଟଣା: ଟ୍ରକ ଚାପାରେ ଶିକ୍ଷୟତ୍ରୀ ମୃତ
ସପ୍ତାହରେ ଚତୁର୍ଥ ଦୁର୍ଘଟଣା: ଟ୍ରକ ଚାପାରେ ଶିକ୍ଷୟତ୍ରୀ ମୃତ

By

Published : Nov 28, 2019, 8:14 PM IST

ଝାରସୁଗୁଡା: ଝାରସୁଗୁଡା ମୁଖ୍ୟ ରାସ୍ତା ପ୍ରସନ୍ନ ପଣ୍ଡା ଛକରେ ପୁଣି ଦୁର୍ଘଟଣା । ସପ୍ତାହକ ମଧ୍ୟରେ ଏହା ଚତୁର୍ଥ ଦୁର୍ଘଟଣା । ସ୍କୁଲରୁ ସ୍କୁଟିରେ ଆସୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ। ଦୁର୍ଘଟଣାରେ ସରସ୍ବତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ଜ୍ୟୋତ୍ସାରାଣୀ ସୁତାରଙ୍କ ମୃତ୍ୟୁ ହୋଇଛି ।

ସପ୍ତାହରେ ଚତୁର୍ଥ ଦୁର୍ଘଟଣା: ଟ୍ରକ ଚାପାରେ ଶିକ୍ଷୟତ୍ରୀ ମୃତ

ତେବେ ସପ୍ତାହକ ତଳେ ଟ୍ରକ ଚାପାରେ ନବମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବାବେଳେ 3 ଦିନତଳେ ସୁନ୍ଦରଗଡର ଜଣେ ବ୍ୟକ୍ତିଙ୍କ ଯାଇଥିଲା ଜୀବନ। ତେବେ ରାସ୍ତାରେ ଭାରିଯାନ ଯାତାୟତ ପାଇଁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଲୋକେ । ଏହାସହ ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି।

ଝାରସୁଗୁଡାରୁ ରବି ନାରାୟାଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details