ଝାରସୁଗୁଡା: ମହାମାରୀ କୋରୋନାରେ ଝାରସୁଗୁଡାର ଜଣେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ। ବଡମାଲ ଥାନା ସବ-ଇନ୍ସପେକ୍ଟର ରାଜ କିଶୋର ସାମଦଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ।
କୋରୋନାରେ ସବ-ଇନ୍ସପେକ୍ଟରଙ୍କ ମୃତ୍ୟୁ - sub-inspector died due to Corona
ବଡମାଲ ଥାନା ସବ-ଇନ୍ସପେକ୍ଟର ରାଜ କିଶୋର ସାମଦଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଛି।

କୋରୋନାରେ ସବ-ଇନିସ୍ପେକ୍ଟରଙ୍କ ମୃତ୍ୟୁ
ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ
ପ୍ରାୟ 15 ଦିନ ତଳେ କୋଭିଡରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା 2ରେ ପହଞ୍ଚିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ
Last Updated : Sep 8, 2020, 7:41 PM IST