ଓଡିଶା

odisha

ETV Bharat / state

ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସୋନୁ ଘୋଷ ଗିରଫ - ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷକୁ ଗିରଫ କରିଛି ଝାରସୁଗୁଡା ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Jul 27, 2019, 5:05 PM IST

ଝାରସୁଗୁଡା: ପୋଲିସ ହାତରେ ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସୋନୁ ଘୋଷ । କୋଲକତାରୁ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁକୁ ଗିରଫ କରାଯାଇଛି । ରିମାଣ୍ଡରେ ନେବାପାଇଁ ସିଆଲଦା କୋର୍ଟରେ ଆବେଦନ କରିଛି ପୋଲିସ ।

ଗତମାସରେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଅଭିଯୁକ୍ତ ସୋନୁ । ତାକୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ କରିଥିଲା ପୋଲିସ । ତେବେ ଅଭିଯୁକ୍ତ ନାଁରେ ବହୁ ପୂର୍ବରୁ ମଧ୍ୟ ବହୁ ମାମଲା ରହିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details