ଓଡିଶା

odisha

ETV Bharat / state

ଧାନ ଅମଳ ମେସିନ ଓଲଟି ଶିଶୁ ମୃତ, ଜଣେ ଗୁରୁତର - ଓଲଟିଲା ମେସିନ, ଜଣେ ମୃତ

ଧାନ ଅମଳ ମେସିନ ଓଲଟି ପଡିବାରୁ ଜଣେ ଶିଶୁର ମୃତ ହେବା ସହ ଅନ୍ୟ ଜଣେ ଗୁରୁତର । ଝାରସୁଗୁଡ଼ା ଜିଲ୍ଲାର ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗାଁରେ ଏପରି ଅଘଟଣ ହୋଇଛି । ଅଧିକ ପଢନ୍ତୁ...

ଅମଳ ମେସିନ ଓଲଟି ପଡିବାରୁ ଜଣେ ଶିଶୁ ମୃତ ଆଉ ଜଣେ ଗୁରୁତର ଆହତ
ଅମଳ ମେସିନ ଓଲଟି ପଡିବାରୁ ଜଣେ ଶିଶୁ ମୃତ ଆଉ ଜଣେ ଗୁରୁତର ଆହତ

By

Published : Nov 30, 2020, 5:29 PM IST

ଝାରସୁଗୁଡ଼ା: ଧାନ ଅମଳ ମେସିନ ଓଲଟି ପଡିବାରୁ ଜଣେ ଶିଶୁ ମୃତ । ଝାରସୁଗୁଡ଼ା ଜିଲ୍ଲାର ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗାଁରେ ଏପରି ଅଘଟଣ ହୋଇଛି । ଏହାସହ ଆଉ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି । ମୃତ ଶିଶୁଟି ନାମ ସୁଜଳ ଭୋଇ ଏବଂ ଆହତ ଜଣକ ପୀୟୂଷ ପଟେଲ ବୋଲି ଜଣାପଡ଼ିଛି ।

ଅମଳ ମେସିନ ଓଲଟି ପଡିବାରୁ ଜଣେ ଶିଶୁ ମୃତ ଆଉ ଜଣେ ଗୁରୁତର ଆହତ

ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରି ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଅଘଟଣ ପରେ ଗାଁରେ ଶୋକର ବାତାବରଣ ଖେଳିଯାଇଛି ।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details